For this healthy n tasty dish u hv to take 1 bowl Bagrry's crunchy fruit & nut oats, 2 bowls of water, a pinch of salt, 1.5 table spoon milk powder, 1/2 table spoon mix Badam drink mix(Desi Kichen) for flavour nd a lil bit amul milkmaid for a mouth watering sweet nd healthy dish 4 everyone without raw sugar.
How 2 prepare?
1st take d oats on a medium flame nd fry it without any oil for 1 min then add water, leave it with a lid for 2 mins and then add salt, milk powder, badam mix drink powder, stir it and lastly add some Amul milkmaid for extra swtness. Don't use raw sugar. Hv it nd just enjoy d swtness of a loved ones.
5 ମିନିଟ ର ଏହି ସ୍ବାସ୍ଥ୍ୟକର ଓ ସ୍ଵାଦିଷ୍ଟ ଖାଦ୍ୟ ଲାଗି 1 ପାତ୍ର Bagrry ର କ୍ରଞ୍ଚି ଫ୍ରୁଟ୍ସ ଆଣ୍ଡ ନଟ୍ ଓଟସ୍, 2 ପାତ୍ର ପାଣି, ଏକ ଚାମଚ ଲୁଣ, 1.5 ଟେବୁଲ୍ ଚାମଚ କ୍ଷୀର ପାଉଡର, 1/2 ଚାମଚ ମିକ୍ସ ଆଲ୍ମଣ୍ଡ ଡ୍ରିଂକ୍ ପାଉଡର (ଦେଶୀ କିଚେନ୍) ସ୍ୱାଦ ପାଇଁ , ଅମୁଲ ମିଲ୍କମେଡ | ( ଚିନି ଅନାବଶ୍ୟକ)
ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ମଧ୍ୟମ ଆଞ୍ଚରେ ଓଟସ୍ କୁ 1 ମିନିଟ୍ ପାଇଁ (ବିନା ତେଲରେ ଭାଜନ୍ତୁ। ତାପରେ ପାଣି ମିଶାନ୍ତୁ, ଏହାକୁ ଏକ ଢାଙ୍କୁଣୀ ଦେଇ 2 ମିନିଟ୍ ପାଇଁ କମ୍ ଆଞ୍ଚରେ ଛାଡ଼ି ଦିଅନ୍ତୁ ଏବଂ ତା’ପରେ ଲୁଣ, କ୍ଷୀର ପାଉଡର, ବାଦାମ ମିକ୍ସ ପାଉଡର ମିଶାନ୍ତୁ, ଏହାକୁ ଗୋଳାନ୍ତୁ ଏବଂ ଶେଷରେ ଅଧିକ ସ୍ବାଦ ପାଇଁ କିଛି ଅମୁଲ ମିଲ୍କମେଡ ବି ମିଶାଇ ପାରିବେ | କଞ୍ଚା ଚିନି ବ୍ୟବହାର କରନ୍ତୁ ନାହିଁ | ଗରମ ଗରମ ଗିନାରେ ସର୍ଭ କରି ନିଜର ପ୍ରିୟଜନଙ୍କ ହାତର ମିଠାକୁ ଉପଭୋଗ କରନ୍ତୁ । ପରେ ନିଜେ ବି ବନାଇ ଅନ୍ୟମାନଙ୍କୁ ଖୁଆନ୍ତୁ। 😍
Comments